Nojoto: Largest Storytelling Platform

~କରୋନା ଭୂତାଣୁ~ ଆସିଲା ଭୂତାଣୁ କରୋନା, ମାନିଲାନି ସେ କ

~କରୋନା ଭୂତାଣୁ~

ଆସିଲା ଭୂତାଣୁ କରୋନା, 
ମାନିଲାନି ସେ କାହାରି ମନା। 
ସମସ୍ତଙ୍କୁ ସେ ଡରେଇ ଦେଲା, 
ଘରେ ସଭିଙ୍କୁ ବସେଇ ଦେଲା। 
ମୁହଁରେ ତୁଣ୍ଡି ବାନ୍ଧି ବୁଲିଲେ, 
ବାରମ୍ବାର ହାତ ଗୋଡ଼ ଧୋଇଲେ। 
ଏକରୁ ଅନେକ ଗଲେଣି ବଢ଼ି, 
ଏତେ ଭୟଙ୍କର ସେ ମହାମାରୀ। 
କରୋନା ଯେବେ ଯିବ ପଳାଇ, 
ମଣିଷ ବୁଲିବ ନିର୍ଭୟ ହୋଇ।।   #yqbhaina #coronavirus #virus #humans #life #2020 YourQuote Bhaina
~କରୋନା ଭୂତାଣୁ~

ଆସିଲା ଭୂତାଣୁ କରୋନା, 
ମାନିଲାନି ସେ କାହାରି ମନା। 
ସମସ୍ତଙ୍କୁ ସେ ଡରେଇ ଦେଲା, 
ଘରେ ସଭିଙ୍କୁ ବସେଇ ଦେଲା। 
ମୁହଁରେ ତୁଣ୍ଡି ବାନ୍ଧି ବୁଲିଲେ, 
ବାରମ୍ବାର ହାତ ଗୋଡ଼ ଧୋଇଲେ। 
ଏକରୁ ଅନେକ ଗଲେଣି ବଢ଼ି, 
ଏତେ ଭୟଙ୍କର ସେ ମହାମାରୀ। 
କରୋନା ଯେବେ ଯିବ ପଳାଇ, 
ମଣିଷ ବୁଲିବ ନିର୍ଭୟ ହୋଇ।।   #yqbhaina #coronavirus #virus #humans #life #2020 YourQuote Bhaina