Nojoto: Largest Storytelling Platform

ଜୀବନର ମାନେ କିଛି ନୁହେଁ ଶରୀର ଭିତରେ ଜୀବନ ଅଛି ବୋଲି ମଣି

ଜୀବନର ମାନେ କିଛି ନୁହେଁ
ଶରୀର ଭିତରେ ଜୀବନ ଅଛି ବୋଲି ମଣିଷ ବଞ୍ଚିଛି
ଆଉ ଯେତେବେଳେ ଶରୀର ଭିତରୁ ଆତ୍ମା ପଳେଇବ
ସେତେବେଳେ ଏ ଜୀବନରେ କିଛି ନଥିବ
ଥିବ ତ ଥିବ କେବଳ ମର ଶରୀର ଥିବ ଠିକ ଏହି ମହମ ବତୀଟି ଭଳି

©Diptimayee Nayak
  #Nojoto #life #lession #motivitional #odiawritings #odianojoto #odiakavita