Nojoto: Largest Storytelling Platform

ନିତି ରାତି କେଉଁ ବିଜନ ପ୍ରହରେ ତୁମେ ମୋ ଅଦେଖା ଛୁଆଁ ଯେଉ

ନିତି ରାତି କେଉଁ ବିଜନ ପ୍ରହରେ ତୁମେ ମୋ ଅଦେଖା ଛୁଆଁ 
ଯେଉଁ ଛୁଆଁରେ ମୁଁ ନିଇତି ତରଳେ ଡାକିବି ପାରେନି ଆ ..... 
ତୁମେ ସ୍ୱପ୍ନ ଶିଳାରେ 
ସ୍ୱପ୍ନିଳ ଅଭିସାର 
ମୁଁ ସ୍ୱପ୍ନ ବିଭୋର 
ଅସମ୍ପୂର୍ଣ୍ଣ ବାସନାର, 
ତୁମେ ନିହାଣ ମୁନରେ 
ଶିଳ୍ପୀ ମନର ବ୍ୟଥା 
ଭଗ୍ନ ଶିଳାର ଶିଳାଲେଖେ ମୁଁ ଯେ 
            ଅକୁହା ପ୍ରଣୟ ଗାଥା..... ।।ବେଳାଭୂମି

©Bela Bhumi (Poet) ନିତି ରାତି କେଉଁ ବିଜନ ପ୍ରହରେ ତୁମେ ମୋ ଅଦେଖା ଛୁଆଁ 