Nojoto: Largest Storytelling Platform

ମୋ ବାବା ମାଆ ଯେବେ ଗାଳି କରେ ମୁଁ କାନ୍ଦେନି ଜମା ବାବା କୁ

ମୋ ବାବା
ମାଆ ଯେବେ ଗାଳି କରେ
ମୁଁ କାନ୍ଦେନି ଜମା
ବାବା କୁ କରେ ଚୁଗୁଲି
ବାବା ଜାଣି ଜାଣି
ମାଆକୁ କରନ୍ତି ଗାଳି
ମାଆ ବି ଜାଣେ ମୋ କାରସାଦି
କହେ ପାରି ହେବନି
ବାବା ଝିଅକୁ ଆଜି।
କଣ ଖାଇବି ବୋଲି 
ଭାବି ହେଉଥାଏ ସଂଜରେ ବସି
ଯାହା ଭାବିଥାଏ
ବାବା ତାହା ହିଁ ଆଣନ୍ତି ଆସି।
ଯେବେ କରନ୍ତି ବାବା ପ୍ରଶ୍ନ
ବେଟା କାହାକୁ ବେଶୀ ଭଲ ତୁ ପାଉ
ହାତ ବଢ଼ାଇ କହେ ମୁଁ
ମାଆ ତତେ ବି ବହୁତ
ବାକି ବାବାଙ୍କୁ ଟିକେ ବେଶୀ

©jayashree dash love you baba I love you the most

#FathersDay
ମୋ ବାବା
ମାଆ ଯେବେ ଗାଳି କରେ
ମୁଁ କାନ୍ଦେନି ଜମା
ବାବା କୁ କରେ ଚୁଗୁଲି
ବାବା ଜାଣି ଜାଣି
ମାଆକୁ କରନ୍ତି ଗାଳି
ମାଆ ବି ଜାଣେ ମୋ କାରସାଦି
କହେ ପାରି ହେବନି
ବାବା ଝିଅକୁ ଆଜି।
କଣ ଖାଇବି ବୋଲି 
ଭାବି ହେଉଥାଏ ସଂଜରେ ବସି
ଯାହା ଭାବିଥାଏ
ବାବା ତାହା ହିଁ ଆଣନ୍ତି ଆସି।
ଯେବେ କରନ୍ତି ବାବା ପ୍ରଶ୍ନ
ବେଟା କାହାକୁ ବେଶୀ ଭଲ ତୁ ପାଉ
ହାତ ବଢ଼ାଇ କହେ ମୁଁ
ମାଆ ତତେ ବି ବହୁତ
ବାକି ବାବାଙ୍କୁ ଟିକେ ବେଶୀ

©jayashree dash love you baba I love you the most

#FathersDay