Nojoto: Largest Storytelling Platform

ସମୟ ର ଶାଙ୍କୁଚ ପ୍ରହାରରେ କାକଟସ୍ ଭଳି ତୀରର ଆଘାତରେ ମୁଁ

ସମୟ ର ଶାଙ୍କୁଚ ପ୍ରହାରରେ କାକଟସ୍ ଭଳି ତୀରର ଆଘାତରେ ମୁଁ ଆଜି ସାଜି ଯାଇଛି ଶର ଶଯ୍ୟା ର ଭୀଷ୍ମ। ଐନ୍ଦ୍ରଜାଲ ଭିତରେ ଛନ୍ଦି ଯାଇ ମୁଁ ଖୋଜୁଛି ଏକ ନୂଆ ଠିକଣା। ସବୁଠି ଅଟ୍ଟହାସ୍ୟ ର ଲୋଲୁପ ଚାହାଣି,ତା ଭିତରୁ ଛୁଟି ଆସେ ମୋ ମା'ର ଉତ୍ସାହ ଆଦେଶ ବାଣୀ।। #ମା

#ମା