Nojoto: Largest Storytelling Platform

ଜଗତର ନାଥ ତୁମ୍ଭେ ଆହେ ଜଗନ୍ନାଥ। ଅନାଥ ର ନାଥ ପୁଣି

ଜଗତର ନାଥ ତୁମ୍ଭେ
 ଆହେ     ଜଗନ୍ନାଥ।
ଅନାଥ ର ନାଥ ପୁଣି
ହେ କାଳିଆ ସାଆନ୍ତ।।
ନନ୍ଦିଘୋଷ ରଥ ତୁମ୍ଭ
ସାରଥୀ     ସୁଦର୍ଶନ।
ରଥେ ବସି ଆସ ତୁମ୍ଭେ 
ଦେବାକୁ      ଦର୍ଶନ।।
🙏🙏🙏🙏🙏 image source_Google
ଜୟ ଜଗନ୍ନାଥସ୍ଵାମୀ
ନୟନ ପଥଗାମୀ
ଭବତୁମେ 🙏🙏🙏
#jay_jagannath🙏
#lilywritting
#yourquotes
#yourquotesdidi
ଜଗତର ନାଥ ତୁମ୍ଭେ
 ଆହେ     ଜଗନ୍ନାଥ।
ଅନାଥ ର ନାଥ ପୁଣି
ହେ କାଳିଆ ସାଆନ୍ତ।।
ନନ୍ଦିଘୋଷ ରଥ ତୁମ୍ଭ
ସାରଥୀ     ସୁଦର୍ଶନ।
ରଥେ ବସି ଆସ ତୁମ୍ଭେ 
ଦେବାକୁ      ଦର୍ଶନ।।
🙏🙏🙏🙏🙏 image source_Google
ଜୟ ଜଗନ୍ନାଥସ୍ଵାମୀ
ନୟନ ପଥଗାମୀ
ଭବତୁମେ 🙏🙏🙏
#jay_jagannath🙏
#lilywritting
#yourquotes
#yourquotesdidi
rrsahoo7966

R.R Sahoo

New Creator

image source_Google ଜୟ ଜଗନ୍ନାଥସ୍ଵାମୀ ନୟନ ପଥଗାମୀ ଭବତୁମେ 🙏🙏🙏 jay_jagannath🙏 #lilywritting #YourQuotes #yourquotesdidi #yourthoughts