Nojoto: Largest Storytelling Platform

ରାତ୍ରି ଗୋ ତୁମକୁ (ଭାଗ-୨) ଆଇନା ତୁମକୁ ଦୋଷ ଦେବି କିଆଁ

ରାତ୍ରି ଗୋ ତୁମକୁ (ଭାଗ-୨)

ଆଇନା ତୁମକୁ ଦୋଷ ଦେବି କିଆଁ
ନିଇତି ଯାଉଛ ତୁମେତ ରୁଷି,
ମନ ଭାଙ୍ଗି ହୁଏ ଟୁକୁଡା ଟୁକୁଡା
ପ୍ରତି ଟୁକୁଡାରେ,
ସତେ ଚାନ୍ଦମୁହଁ ତାର ଯାଉଛି ଦିଶି ।
ଅଳସୀ ପ୍ରିୟାର ପାଉଞ୍ଜି ଛନକ
ମଦହସ୍ତୀ ତାର ଅଳସୀ ଚାଲି,
ତାର କତୁରୀ ଚାତୁରୀ କଥାର କି ଦୋଷ
ଦୋଷୀ ମୋ ହୃଦୟ
ତା’ର, କଥା କୁହୁକକୁ ଯାହା ସତ ମଣିଲି ।।

ସବୁ ଜାଣି ଶୁଣି, ଜାଣି-ସିଆଣୀ ସେ
କିଛି ଜାଣି ନାହିଁ ଦେଖାଇ ହୁଏ,
ଏଇଠି ଥାଏ ସେ ଏଠି ତ ନଥାଏ
ଚଞ୍ଚଳ ହରିଣୀ,
ଆଖି ପିଛୁଳାକେ କାହିଁ ଉଭାଇ ଯାଏ ।
ତାର ଚଞ୍ଚଳ ମନକୁ ଦୋଷ ଦେବି କିଆଁ
ଜାଣି ଶୁଣି ତାକୁ ଭଲ ପାଇଲି,
ମୁହଁରେ କହେନି ଭଲ ପାଏ ବୋଲି
ତାର ଆଖିରୁ ପଢିଲି,
କେତେ ଭଲ ପାଏ ମୋତେ ସବୁ ଜାଣିଲି ।। #aditya908 #odiapoetry #ମୋକବିତା #ମୋଭାବନା 
#poetryoftheday #ରାତ୍ରିକବିତା #ମୋମନକଥା #mythoughts 
ରାତ୍ରି ଗୋ ତୁମକୁ (ଭାଗ-୨)

ଆଇନା ତୁମକୁ ଦୋଷ ଦେବି କିଆଁ
ନିଇତି ଯାଉଛ ତୁମେତ ରୁଷି,
ମନ ଭାଙ୍ଗି ହୁଏ ଟୁକୁଡା ଟୁକୁଡା
ପ୍ରତି ଟୁକୁଡାରେ,
ରାତ୍ରି ଗୋ ତୁମକୁ (ଭାଗ-୨)

ଆଇନା ତୁମକୁ ଦୋଷ ଦେବି କିଆଁ
ନିଇତି ଯାଉଛ ତୁମେତ ରୁଷି,
ମନ ଭାଙ୍ଗି ହୁଏ ଟୁକୁଡା ଟୁକୁଡା
ପ୍ରତି ଟୁକୁଡାରେ,
ସତେ ଚାନ୍ଦମୁହଁ ତାର ଯାଉଛି ଦିଶି ।
ଅଳସୀ ପ୍ରିୟାର ପାଉଞ୍ଜି ଛନକ
ମଦହସ୍ତୀ ତାର ଅଳସୀ ଚାଲି,
ତାର କତୁରୀ ଚାତୁରୀ କଥାର କି ଦୋଷ
ଦୋଷୀ ମୋ ହୃଦୟ
ତା’ର, କଥା କୁହୁକକୁ ଯାହା ସତ ମଣିଲି ।।

ସବୁ ଜାଣି ଶୁଣି, ଜାଣି-ସିଆଣୀ ସେ
କିଛି ଜାଣି ନାହିଁ ଦେଖାଇ ହୁଏ,
ଏଇଠି ଥାଏ ସେ ଏଠି ତ ନଥାଏ
ଚଞ୍ଚଳ ହରିଣୀ,
ଆଖି ପିଛୁଳାକେ କାହିଁ ଉଭାଇ ଯାଏ ।
ତାର ଚଞ୍ଚଳ ମନକୁ ଦୋଷ ଦେବି କିଆଁ
ଜାଣି ଶୁଣି ତାକୁ ଭଲ ପାଇଲି,
ମୁହଁରେ କହେନି ଭଲ ପାଏ ବୋଲି
ତାର ଆଖିରୁ ପଢିଲି,
କେତେ ଭଲ ପାଏ ମୋତେ ସବୁ ଜାଣିଲି ।। #aditya908 #odiapoetry #ମୋକବିତା #ମୋଭାବନା 
#poetryoftheday #ରାତ୍ରିକବିତା #ମୋମନକଥା #mythoughts 
ରାତ୍ରି ଗୋ ତୁମକୁ (ଭାଗ-୨)

ଆଇନା ତୁମକୁ ଦୋଷ ଦେବି କିଆଁ
ନିଇତି ଯାଉଛ ତୁମେତ ରୁଷି,
ମନ ଭାଙ୍ଗି ହୁଏ ଟୁକୁଡା ଟୁକୁଡା
ପ୍ରତି ଟୁକୁଡାରେ,