Nojoto: Largest Storytelling Platform

ଆଜି ବି ମନେପଡେ ମାେର ସେ ଗାଁ ଦାଣ୍ଡ ଧୂଳି ସାଙ୍ଗ ସାଥି ମେ

ଆଜି ବି ମନେପଡେ ମାେର ସେ ଗାଁ ଦାଣ୍ଡ ଧୂଳି
ସାଙ୍ଗ ସାଥି ମେଳେ ଖେଳୁଥିଲି ଲୁଚକାଳି ॥୧॥

ଭଳି ଭଳି ପିଠା, ଗାଁ ଆମ୍ବ ତୋଟା
ରଜ ଦୋଳି ସାଙ୍ଗେ ପାନ ମିଠାମିଠା ॥୨॥

ଚଉରାରେ ଧୂପ, ଯେବେ ଜଳେ ସଂଜ ଦୀପ
ବୁଢି ମା ସହ ଆମ କେତେ ଗପସପ ॥୩॥

ମା ପଣତେ ଶୋଇବାକୁ ମାନ ଅଭିମାନ
ଫେରି ଆସନ୍ତା କି ପୁଣି ସେ ପୁରୁଣା ଦିନ ॥୪॥

  #gaandanda#yqbhaina#yqodia#munodia#kuchbateeinankahi
ଆଜି ବି ମନେପଡେ ମାେର ସେ ଗାଁ ଦାଣ୍ଡ ଧୂଳି
ସାଙ୍ଗ ସାଥି ମେଳେ ଖେଳୁଥିଲି ଲୁଚକାଳି ॥୧॥

ଭଳି ଭଳି ପିଠା, ଗାଁ ଆମ୍ବ ତୋଟା
ରଜ ଦୋଳି ସାଙ୍ଗେ ପାନ ମିଠାମିଠା ॥୨॥

ଚଉରାରେ ଧୂପ, ଯେବେ ଜଳେ ସଂଜ ଦୀପ
ବୁଢି ମା ସହ ଆମ କେତେ ଗପସପ ॥୩॥

ମା ପଣତେ ଶୋଇବାକୁ ମାନ ଅଭିମାନ
ଫେରି ଆସନ୍ତା କି ପୁଣି ସେ ପୁରୁଣା ଦିନ ॥୪॥

  #gaandanda#yqbhaina#yqodia#munodia#kuchbateeinankahi