◆କଳୁଷ-ମଣିଷ◆ ହୃଦୟଙ୍ଗମ ହେଲା ହଠାତ୍ ଏକ ଦୃଶ୍ୟ! ରାସ୍ତାକଡ଼ ଛାୟାବିହୀନ, ନ ଥିବାରୁ ବୃକ୍ଷ। ଏ ମଣିଷର ସ୍ୱାର୍ଥ ପାଇଁ ଧରା ମାନହୀନ, ପ୍ରତିକ୍ଷଣେ ଅନୁଭୂତ ପ୍ରକୃତିର କମ୍ପନ। ବାସ ଆଶେ କରେ ନାଶ ସତ୍ୟ-ପୂଣ୍ୟ-ଧର୍ମ। ଯଶ ଲୋଡ଼େ କୁପ୍ରବୃତ୍ତି, କରେ ଦୁଷ୍ଟ କର୍ମ। ଧନ ଆଶେ କୃର ବେଶେ କରେ ପ୍ରତାରଣା। ପର-କ୍ଷତି ଅନିଷ୍ଟ ଭକ୍ତି, ନ କରେ କରୁଣା। ରାକ୍ଷସ ର ରୂପ ନେଇ ଆସିଅଛି ସେହି, ତା'ଠାରୁ ସଂସାରରେ ହୀନ ନୁହେଁ କେହି। ଯିଏ ଚିନ୍ତେ ପ୍ରକୃତିର କ୍ଷୟ ପ୍ରତିକ୍ଷଣେ, ସିଏ ଏକା ସମାଜର କଳୁଷିତ ଜଣେ। #କଳୁଷ_ମଣିଷ #ମାନବିକତା #ସ୍ୱାର୍ଥପରମଣିଷ #mankind #humanity #nature #life #odiawritings