Nojoto: Largest Storytelling Platform

ମୁଁ ଲେଖିବି ତ କଣ ଲେଖିବି, କେବେ ହସ ଲେଖିବି କେବେ ଲୁହ ..

ମୁଁ ଲେଖିବି ତ କଣ ଲେଖିବି,
କେବେ ହସ ଲେଖିବି କେବେ ଲୁହ ..
କେବେ ଅକୁହା କଥାକୁ କାଗଜ ଫର୍ଦ୍ଦରେ ସାଇତିଵି , 
ତ କେବେ ମନ ଆକାଶରେ ତରଙ୍ଗାୟିତ ମେଞ୍ଚା ମେଞ୍ଚା ଶବ୍ଦ କୁ ସଜେଇବି ।
କେବେ ଭଗ୍ନ ହୃଦୟର ଭାଷା ଲେଖିବି ତ କେବେ କୋମଳ ହୃଦୟର ଆକାଂକ୍ଷା..
ମୁଁ ଲେଖିବି ତ କଣ ଲେଖିବି..

©Debasmita #ଓଡ଼ିଆଲେଖା #ମୁଁଓଡ଼ିଆ

debasmita4741

Debasmita

New Creator