Nojoto: Largest Storytelling Platform

ବିରହ ର ସେହି ସ୍ମୃତି, କିଛି ସ୍ଵାଦିଷ୍ଟ ପୁଣି କିଛି ସ୍ଵାଦ

ବିରହ ର ସେହି ସ୍ମୃତି,
କିଛି ସ୍ଵାଦିଷ୍ଟ ପୁଣି କିଛି ସ୍ଵାଦ ହୀନ ଅନୁଭୂତି ||
ହଜି ଯାଏ ପ୍ରତି ପାଗଳ ପ୍ରେମୀ ସେଠି
ଥାଏ ସହସ୍ର ଜନ ଗହଳି ଯେଉଁଠି ||
ଭିଡ଼ ଯେପରି ସତ୍ୟତା ନୁହଁ, ଏକ ସ୍ଵପ୍ନ
ସ୍ଵପ୍ନ ଯେପରି ଏକ ଭାବ ବିନିମୟ  ହୃଦୟ ନଗ୍ନ ||

©BINOदिनी #prema
ବିରହ ର ସେହି ସ୍ମୃତି,
କିଛି ସ୍ଵାଦିଷ୍ଟ ପୁଣି କିଛି ସ୍ଵାଦ ହୀନ ଅନୁଭୂତି ||
ହଜି ଯାଏ ପ୍ରତି ପାଗଳ ପ୍ରେମୀ ସେଠି
ଥାଏ ସହସ୍ର ଜନ ଗହଳି ଯେଉଁଠି ||
ଭିଡ଼ ଯେପରି ସତ୍ୟତା ନୁହଁ, ଏକ ସ୍ଵପ୍ନ
ସ୍ଵପ୍ନ ଯେପରି ଏକ ଭାବ ବିନିମୟ  ହୃଦୟ ନଗ୍ନ ||

©BINOदिनी #prema