Nojoto: Largest Storytelling Platform

ତୋମେ ଜାଣିଛ କି ମୁଁ କେତେ ଦୁଃଖ ରେ ଅଛି ଆଜିବି ମ








ତୋମେ ଜାଣିଛ କି ମୁଁ କେତେ ଦୁଃଖ ରେ ଅଛି 
ଆଜିବି ମୁଁ ତମ କୁ ମନେ ପକେଇ କଷ୍ଟ ଯନ୍ତ୍ରଣା ସହି ଅଛି .....
କାହିଁକି ନା ତମେ ମନେ ପୋଢ଼ ସେତେବେଳେ
ଯେତେବେଳେ ଆଉ କାହାକୁ ଦେଖି ଦିଏ ......
ମୁଁ ଜାଣିନି ପାରିଲିନି ଭୁଲୁ କୁଟି ରହିଗଲା ଭଲି 
ଆଜି ବି ଭାବୁଛି ତମ କୁ କାଲି......


                            A Digal

©A Digal
  #shayari#dil_se
aazdaazd1607

Aazd Aazd

New Creator

#Shayari#Dil_se

245 Views