Nojoto: Largest Storytelling Platform

ଜହ୍ନ କେବେ ପୂର୍ଣ୍ଣିମା ରେ ସୁନ୍ଦର କେବେ ଅମାବାସ୍ୟା ରେ ଅ

ଜହ୍ନ କେବେ ପୂର୍ଣ୍ଣିମା ରେ ସୁନ୍ଦର
କେବେ ଅମାବାସ୍ୟା ରେ ଅନ୍ଧାର
କେବେ ପୁରା ଆଉ କେବେ ଅଧା
ତଥାପି ସେ ସବୁବେଳେ ଆକାଶ ର ଛାତି ଭିତରେ ଥାଏ
ଆଉ ଆକାଶ ସେମିତି ତାକୁ ସବୁବେଳେ ଭଲପାଉଥାଏ #yqbhaina 
#yqodia 
#muodia 
#rinkuodia 
#rinku
ଜହ୍ନ କେବେ ପୂର୍ଣ୍ଣିମା ରେ ସୁନ୍ଦର
କେବେ ଅମାବାସ୍ୟା ରେ ଅନ୍ଧାର
କେବେ ପୁରା ଆଉ କେବେ ଅଧା
ତଥାପି ସେ ସବୁବେଳେ ଆକାଶ ର ଛାତି ଭିତରେ ଥାଏ
ଆଉ ଆକାଶ ସେମିତି ତାକୁ ସବୁବେଳେ ଭଲପାଉଥାଏ #yqbhaina 
#yqodia 
#muodia 
#rinkuodia 
#rinku