ହେ ସ୍ରଷ୍ଟା, ଅନନ୍ୟ ତୁମର ସୃଷ୍ଟି । ପକ୍ଷୀ ର କାକଳି ରାବଠାରୁ ଝିଙ୍କାରିର ଝିଁ ଝିଁ ଶବଦ ଯାଏଁ, ନଭଶ୍ଚୁମ୍ଭୀ ପର୍ବତମାଳା ଠାରୁ ସାଗର ରେ ଲୀନ ହୋଇଯାଇଥିବା ନଦୀ ଯାଏଁ, ସବୁ ତ ତୁମରି ଦାନ । ଆହା! କେଡେ ମନଲୋଭା , ପ୍ରକୃତିରାଣୀର ସତେ କି ଉପମା ଦେବା । #ସୃଷ୍ଟି #ସ୍ରଷ୍ଟା #ପ୍ରକୃତି #ଉପମା #ଅନନ୍ୟ #BoostThyself #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #ananya