Nojoto: Largest Storytelling Platform

ହେ ସ୍ରଷ୍ଟା, ଅନନ୍ୟ ତୁମର ସୃଷ୍ଟି । ପକ୍ଷୀ ର କାକଳି ରାବଠ

ହେ ସ୍ରଷ୍ଟା,
ଅନନ୍ୟ ତୁମର ସୃଷ୍ଟି ।
ପକ୍ଷୀ ର କାକଳି ରାବଠାରୁ
ଝିଙ୍କାରିର ଝିଁ ଝିଁ ଶବଦ ଯାଏଁ,
ନଭଶ୍ଚୁମ୍ଭୀ ପର୍ବତମାଳା ଠାରୁ
ସାଗର ରେ ଲୀନ ହୋଇଯାଇଥିବା ନଦୀ ଯାଏଁ,
ସବୁ ତ ତୁମରି ଦାନ ।
ଆହା!
କେଡେ ମନଲୋଭା ,
ପ୍ରକୃତିରାଣୀର ସତେ କି ଉପମା ଦେବା ।  #ସୃଷ୍ଟି #ସ୍ରଷ୍ଟା #ପ୍ରକୃତି #ଉପମା #ଅନନ୍ୟ 
#BoostThyself #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #ananya