Nojoto: Largest Storytelling Platform

ଇଟା କାଣା ଠିକ୍ କଲା ସେ ପିଲା? ପାଠ୍ ପଢ଼ା ଗାଲି ମାଡ଼୍ ସ

ଇଟା କାଣା ଠିକ୍ କଲା ସେ ପିଲା?

ପାଠ୍ ପଢ଼ା ଗାଲି ମାଡ଼୍ ସବୁଠାନେ ସାଙ୍ଗ୍ ସର୍ସା
ଭଲ୍ ବୁଧି କେ ବଁଧା ଦେଇ ଛଡେଇ ନେଲା ଭର୍ଷା
କେତେ କଥା କହୁଥିଲା ହେଲେଁ ଇ କଥା ନାଇଁ କହେଲା
କାହାର୍ ଠାନେ କେତେ ଦିନୁଁ ତାର୍ ହୁରୁଦ୍ ରଖିଥିଲା
ମାଁ ବୁଆ ଗାଁ ଭୁଲି ନିଜର୍ ଜୀବନ୍ ନେଲା
ପ୍ରେମ୍ ଲହର୍ ରାସ୍ତା ମାପି ଖନ୍ କେ ଲିଭିଗଲା...

ଉସଧ୍ ହେସନ୍ ଜୁଆନ୍ ବେଲେ ଲାଗଲେ ପ୍ରେମ୍ ନିଶା
ସବୁ ପିଲା ଟୁକେଲ୍ ଦିନେ ଭୁଲିଯାଏସନ୍ ଦିଶା
କାହାର୍ ଭାଗେ କେତେ ଲାଭ୍ ବିଧାତା କେ ଜନା
ନାଇଁ ବୁଝଲା ମୁନୂଷ୍ ସଧେଁ ହେଉଛେ ବାଟ୍ ବନା
ପାଠ୍ ସାଠ୍ ପଢ଼ି ସଦେ ଘର୍ କେ ଚଲଉ ଥିଲା
କରମ୍ ଧରମ୍ ସବୁ ଭୁଲି ସର୍ମେ ଲୁକିଦେଲା... #love #lovequotes #lifequotes #friendship_vs_love #yqsambalpuri #rip