Nojoto: Largest Storytelling Platform

ଯେବେ ଠୁ ଆଖି ଲୁହ ତକିଆ ପିଇଲା ଜୋଛନା ଉଷ୍ମତା ର ପ

ଯେବେ ଠୁ ଆଖି ଲୁହ ତକିଆ ପିଇଲା
       ଜୋଛନା ଉଷ୍ମତା ର ପ୍ରବାହ ଦେଲା
               ସେଇଭଳି ଦୋଦୁଲ୍ୟମାନ ସମୟରେ 
ଜଡ଼ ଦେହେ ଜୀବନ ପାଇଁ 
କଲମ ସାଜିଲା ମୋ ରାସତରଙ୍ଗିଣୀ #yqbhaina #yqodia #କଲମ #muodia #odiawritings #odiakavita #odiapoetry କଲମ_ପାଇଁ  #YourQuoteAndMine
Collaborating with Dharitri Panigrahi