Nojoto: Largest Storytelling Platform

ତୋ ପ୍ରେମ ପାଇଁ ଅପେକ୍ଷା ସରିଗଲା ସ୍ବପ୍ନ ହେଲାନି ପୁରା ରା

ତୋ ପ୍ରେମ ପାଇଁ ଅପେକ୍ଷା ସରିଗଲା
ସ୍ବପ୍ନ ହେଲାନି ପୁରା ରାତି ପାହିଗଲା
ଏକା ଏକା ରହିଯାଇଛି ମୁଁ ଜୀବନରେ
ସବୁଦିନ ପାଇଁ ତୋ ପାଖେ ମୋ ପ୍ରେମ ହାରିଗଲା #geli 
#yqbaba 
#yqbhaina 
#yqodia 
#muodia
ତୋ ପ୍ରେମ ପାଇଁ ଅପେକ୍ଷା ସରିଗଲା
ସ୍ବପ୍ନ ହେଲାନି ପୁରା ରାତି ପାହିଗଲା
ଏକା ଏକା ରହିଯାଇଛି ମୁଁ ଜୀବନରେ
ସବୁଦିନ ପାଇଁ ତୋ ପାଖେ ମୋ ପ୍ରେମ ହାରିଗଲା #geli 
#yqbaba 
#yqbhaina 
#yqodia 
#muodia