Nojoto: Largest Storytelling Platform

ସାଙ୍ଗମାନଙ୍କ ପାଇଁ ସାଙ୍ଗ ସିଏ ନୁହେଁ ଯିଏ ବିପଦରେ ପଡ଼ି

ସାଙ୍ଗମାନଙ୍କ ପାଇଁ 

ସାଙ୍ଗ ସିଏ ନୁହେଁ ଯିଏ ବିପଦରେ ପଡ଼ିଲେ ଦୂରେଇ ଯାଏ,
ସାଙ୍ଗ ସିଏ ଯିଏ ବିପଦରେ ପଡ଼ିଲେ ପାଖେ ପାଖେ ରହିଥାଏ।
ସାଙ୍ଗ ସିଏ ନୁହେଁ ଯିଏ ଖାଲି ଭଲ ସମୟରେ ପାଖରେ ଛିଡ଼ା ହୁଏ ,
ସାଙ୍ଗ ସିଏ ଯିଏ ଭଲ ଏବଂ ଖରାପ ସମୟରେ ପାଖରେ ଛିଡ଼ା ହୁଏ ଯଦି ଦୂରକୁ ବି ଯାଏ ଭଲ ମନ୍ଦ ପଚାରି ବୁଝେ। 
ସାଙ୍ଗ ସିଏ ନୁହେଁ ଯିଏ ଖାଲି ଧନୀ ପିଲା ଦେଖି ସାଙ୍ଗ ହୁଏ , ସାଙ୍ଗ ସିଏ ଯିଏ ଧନୀ ଗରିବ ଦେଖେନି... ନିସ୍ୱାର୍ଥର ସହ ବନ୍ଧୁତା କରେ ।
ଯିଏ ଘରେ ବସି ଖାଲି ଉପଦେଶ ଦିଏ ଏବଂ କିଛି ଜରୁରୀ କାମ ପଡ଼ିଲେ ବାହାନାବାଜି କରି ଘରେ ରହିଯାଏ ତା ଠାରୁ ସ୍ୱାର୍ଥପର ସାଙ୍ଗ ଏ ଦୁନିଆଁରେ ନାହାନ୍ତି ।

©Anteryami Balsamanta
  #Friendshipbreaks