Nojoto: Largest Storytelling Platform

କାଳିଆରେ ତତେ ଯେବେ ଚାହିଁ ଦେଲି ଆଖିରୁ ମୋ ଝରିଲା ଲୁହ କାଳ

କାଳିଆରେ ତତେ ଯେବେ ଚାହିଁ ଦେଲି
ଆଖିରୁ ମୋ ଝରିଲା ଲୁହ
କାଳିଆ ତୋ କଥା ଯେବେ ଭାବି ଦେଲି
ଆଖିରୁ ମୋ ଝରିଲା ଲୁହ
କୁହ ଦୟାମୟ ଏକି ଭାବ କୁହ
କୁହ ଦୟାମୟ ଏକି ଭାବ କୁହ #NojotoQuote #jay.jagannath
#ଓଡିଆଭାଷା#nojoto.odia
କାଳିଆରେ ତତେ ଯେବେ ଚାହିଁ ଦେଲି
ଆଖିରୁ ମୋ ଝରିଲା ଲୁହ
କାଳିଆ ତୋ କଥା ଯେବେ ଭାବି ଦେଲି
ଆଖିରୁ ମୋ ଝରିଲା ଲୁହ
କୁହ ଦୟାମୟ ଏକି ଭାବ କୁହ
କୁହ ଦୟାମୟ ଏକି ଭାବ କୁହ #NojotoQuote #jay.jagannath
#ଓଡିଆଭାଷା#nojoto.odia

#Jay.jagannath #ଓଡିଆଭାଷା#Nojoto.odia