Nojoto: Largest Storytelling Platform

କୋଶଲ୍ ମାଟିର୍ ମହତ୍ ପରବ୍ ଆମର୍ ନୂଆଁଖାଇ ନୂଆଁ ଫସଲର୍ ପୂଜ

କୋଶଲ୍ ମାଟିର୍ ମହତ୍ ପରବ୍ ଆମର୍ ନୂଆଁଖାଇ
ନୂଆଁ ଫସଲର୍ ପୂଜା ପାଏସି ମାଁ ସମଲେଇ
ଗର୍ଜି ଯାଏସି ଅଞ୍ଚଲ୍ ଟା ଭେଟ୍ ଘାଟ୍ ବେଲେ
ମହକୁଥିସି ଘର୍ ଦୁଆର୍ ଛନା ପନା ହେଲେ
ହାତ୍ ଯୁଡ଼ି ପାଦେ ପଡ଼ି ପହେଲେ ମାଁ କେ ଜୁହାର୍
ଫସଲ୍ ଆର୍ ପରିବାର୍ ର ସୁଖର୍ କରି ଗୁହାର୍
ବଡ଼୍ ଲୁକର୍ ଆଶୀର୍ବାଦ୍ ଆର୍ ସାନର୍ ପ୍ରେମ୍ ପାଇ
ହଁସି ଖେଲି ସଭେ ଯାକର୍ ମାନ୍ସୁଁ ନୂଆଁଖାଇ 🙏🏻 #ନୂଆଁଖାଇ #koshal #nuakhai #thewesternodia #life #people #culture #india