Nojoto: Largest Storytelling Platform

ଅଛି ଅନ୍ୱେଷଣ ଉତ୍-ପଳ ଔପମ୍ୟ ଅଞ୍ଜନ ଅଞ୍ଚିତ କାମିନୀ ଜଣେ ଥ

ଅଛି ଅନ୍ୱେଷଣ ଉତ୍-ପଳ ଔପମ୍ୟ
ଅଞ୍ଜନ ଅଞ୍ଚିତ କାମିନୀ ଜଣେ
ଥିବ ମଧୁମୟ ମେଚକ ମାନିନୀ
ବସଳର ତ୍ବିଷା ମେଦିନୀ ଗୁଣେ

ହେଉ ପଛେ ସିଏ ଲକ୍ଷେ ପୁଷ୍ପ ମଧ୍ୟେ
ରୋଲମ୍ବ ସାଜି ମୁଁ ଯିବି
ଲଜ୍ଜାଳୁ ଲପିତ ଲକ୍ଷଣକୁ ଦେଖି
ରାଜିତ ରୂପର ଅର୍ଚ୍ଚନା ଦେବି VALENTINE 1
ଅଛି ଅନ୍ୱେଷଣ ଉତ୍-ପଳ ଔପମ୍ୟ
ଅଞ୍ଜନ ଅଞ୍ଚିତ କାମିନୀ ଜଣେ
ଥିବ ମଧୁମୟ ମେଚକ ମାନିନୀ
ବସଳର ତ୍ବିଷା ମେଦିନୀ ଗୁଣେ

ହେଉ ପଛେ ସିଏ ଲକ୍ଷେ ପୁଷ୍ପ ମଧ୍ୟେ
ରୋଲମ୍ବ ସାଜି ମୁଁ ଯିବି
ଲଜ୍ଜାଳୁ ଲପିତ ଲକ୍ଷଣକୁ ଦେଖି
ରାଜିତ ରୂପର ଅର୍ଚ୍ଚନା ଦେବି VALENTINE 1
kumarprasant0000

PM Shayari

Bronze Star
New Creator