Nojoto: Largest Storytelling Platform

ବୌଦ୍ଧ ଓ ଇସାଇ , ଖ୍ରୀଷ୍ଟ - ହିନ୍ଦୁ ଭାଇ ଜୈନ ଠୁ ମୁସଲମାନ

ବୌଦ୍ଧ ଓ ଇସାଇ , ଖ୍ରୀଷ୍ଟ - ହିନ୍ଦୁ ଭାଇ
ଜୈନ ଠୁ ମୁସଲମାନ
ଶ୍ୱାସରୁଦ୍ଧ ହୋଇ ସଭିଏଁ ଡାକନ୍ତି
ଦିଅ ମୋତେ ଅମ୍ଳଜାନ।

©Subrat kumar Das #Nodiscrimination 
#ଓଡ଼ିଆ_କବିତା
ବୌଦ୍ଧ ଓ ଇସାଇ , ଖ୍ରୀଷ୍ଟ - ହିନ୍ଦୁ ଭାଇ
ଜୈନ ଠୁ ମୁସଲମାନ
ଶ୍ୱାସରୁଦ୍ଧ ହୋଇ ସଭିଏଁ ଡାକନ୍ତି
ଦିଅ ମୋତେ ଅମ୍ଳଜାନ।

©Subrat kumar Das #Nodiscrimination 
#ଓଡ଼ିଆ_କବିତା