Nojoto: Largest Storytelling Platform

ମନର ବ୍ୟଥା କୁ ହସରେ ଲୁଚେଇ ଏକାକୀ ମୁଁ ଚାଲୁଅଛି, ଲୁହରେ

ମନର ବ୍ୟଥା କୁ ହସରେ ଲୁଚେଇ
ଏକାକୀ ମୁଁ ଚାଲୁଅଛି, 
ଲୁହରେ ଭିଜିଛି କେତେ କେତେ ରାତି
ନୀରବତା ବଖାଣୁଛି, 
ମନ କଥା ମୋର ମନରେ ରହିଲା 
କାହିଁକି ବୁଝିବ କିଏ, 
କି ଅବା କହିବି ଏ ମଣିଷଙ୍କୁ ମୁଁ 
ନିଜକୁ ବୁଝିନି ଯିଏ । ମନର ବ୍ୟଥା କୁ ହସରେ ଲୁଚେଇ....... 
#muodia #odiawritings #odiakavita #odiapoetry #lifequotes #yqbhaina #yqquotes #poetry

ranjitajena2443

ranjita jena

New Creator