Nojoto: Largest Storytelling Platform

(କଣ ଭାବିବି ନିଜକୁ ମୁଁ?) କାହା ପାଇଁ ମୁଁ କଣ ତାର ହିସାବ

(କଣ ଭାବିବି ନିଜକୁ ମୁଁ?)
କାହା ପାଇଁ ମୁଁ କଣ
ତାର ହିସାବ ନିକାଶ କଣ ବା କରିବି
କାହା ପାଇଁ ଭଲ କଷ୍ଟ ସହିଷ୍ଣୁ
କାହା ପାଇଁ ଉଗ୍ରଚଣ୍ଡି
ଜବାବ ଦେବାରେ ଓସ୍ତାଦ
କାହା ପାଇଁ ରୂପସୀ
କାହା ପାଇଁ ମୋ ରଙ୍ଗଟି କଳା
କିଏ କହେ କେତେ ସରଳ
କିଏ ପୁଣି କହେ ଅତି ଚତୁର
କିଏ ମୋତେ ମେଳାପି ଭାବେ
କିଏ ଭାବେ ମୁଁ ଗର୍ବରେ ଭରା
କାହା ପାଇଁ ମୁଁ ସର୍ବ ଗୁଣ ସମ୍ପନ୍ନ
କାହା ପାଇଁ କିଛି କାମକୁ ନୁହଁ ମୁଁ
ସମସ୍ତଙ୍କ ପାଇଁ ଭିନ୍ନ ମୋ ସ୍ୱରୂପ
କଣ ଭାବିବି ନିଜକୁ ମୁଁ???

©jayashree dash #DefineYourself 

#Corona_Lockdown_Rush
(କଣ ଭାବିବି ନିଜକୁ ମୁଁ?)
କାହା ପାଇଁ ମୁଁ କଣ
ତାର ହିସାବ ନିକାଶ କଣ ବା କରିବି
କାହା ପାଇଁ ଭଲ କଷ୍ଟ ସହିଷ୍ଣୁ
କାହା ପାଇଁ ଉଗ୍ରଚଣ୍ଡି
ଜବାବ ଦେବାରେ ଓସ୍ତାଦ
କାହା ପାଇଁ ରୂପସୀ
କାହା ପାଇଁ ମୋ ରଙ୍ଗଟି କଳା
କିଏ କହେ କେତେ ସରଳ
କିଏ ପୁଣି କହେ ଅତି ଚତୁର
କିଏ ମୋତେ ମେଳାପି ଭାବେ
କିଏ ଭାବେ ମୁଁ ଗର୍ବରେ ଭରା
କାହା ପାଇଁ ମୁଁ ସର୍ବ ଗୁଣ ସମ୍ପନ୍ନ
କାହା ପାଇଁ କିଛି କାମକୁ ନୁହଁ ମୁଁ
ସମସ୍ତଙ୍କ ପାଇଁ ଭିନ୍ନ ମୋ ସ୍ୱରୂପ
କଣ ଭାବିବି ନିଜକୁ ମୁଁ???

©jayashree dash #DefineYourself 

#Corona_Lockdown_Rush