Nojoto: Largest Storytelling Platform

ଗଳ୍ପ , ଯାହା ଶୁଣାଯାଏ ଅଳ୍ପ ଇଚ୍ଛା ହୁଏ ଭାସି ଯିବା ପାଇଁ

ଗଳ୍ପ , ଯାହା ଶୁଣାଯାଏ ଅଳ୍ପ
ଇଚ୍ଛା ହୁଏ ଭାସି ଯିବା ପାଇଁ 
ସେହି ଗଳ୍ପ ରୂପୀ ସାଗରରେ
ଜିଇଁବା କୁ ତାହାର ଚରିତ୍ରମାନଙ୍କୁ
ମନରୁ ଅନେକ କୌତୁହଳ ସୃଷ୍ଟି ହୁଏ।
ତାହାର ବିଭିନ୍ନ ସୋପାନ ରେ
ଯେପରି ଆମେ ନିଜ ଜୀବନ କୁ ଜିଉଁ
ଦୁଃଖ କି ସୁଖ ରେ ଆମେ
ନିଜ ଭାବନା ରେ ବହିଯାଉ ।
ଗଳ୍ପ ,ଯାହା ଶୁଣାଯାଏ ଅଳ୍ପ
ଇଚ୍ଛା ହୁଏ ଜିଇଁ ପକାନ୍ତି ,ତା ମଧ୍ୟେ
                    ସମୟ ସ୍ଵଳ୍ପ ##galpa #heartly_thoughts #sayingsofmine#yourquotes#iwanttolive#yourquotesdidi#mylife
ଗଳ୍ପ , ଯାହା ଶୁଣାଯାଏ ଅଳ୍ପ
ଇଚ୍ଛା ହୁଏ ଭାସି ଯିବା ପାଇଁ 
ସେହି ଗଳ୍ପ ରୂପୀ ସାଗରରେ
ଜିଇଁବା କୁ ତାହାର ଚରିତ୍ରମାନଙ୍କୁ
ମନରୁ ଅନେକ କୌତୁହଳ ସୃଷ୍ଟି ହୁଏ।
ତାହାର ବିଭିନ୍ନ ସୋପାନ ରେ
ଯେପରି ଆମେ ନିଜ ଜୀବନ କୁ ଜିଉଁ
ଦୁଃଖ କି ସୁଖ ରେ ଆମେ
ନିଜ ଭାବନା ରେ ବହିଯାଉ ।
ଗଳ୍ପ ,ଯାହା ଶୁଣାଯାଏ ଅଳ୍ପ
ଇଚ୍ଛା ହୁଏ ଜିଇଁ ପକାନ୍ତି ,ତା ମଧ୍ୟେ
                    ସମୟ ସ୍ଵଳ୍ପ ##galpa #heartly_thoughts #sayingsofmine#yourquotes#iwanttolive#yourquotesdidi#mylife