Nojoto: Largest Storytelling Platform

ଭାଗ୍ ଭାଗ୍ ରେ ଗରମ୍... ତତେ କାଏଁ ନାଇଁ ଲାଗୁଛେ ସରମ୍! ଗୁ

ଭାଗ୍ ଭାଗ୍ ରେ ଗରମ୍...
ତତେ କାଏଁ ନାଇଁ ଲାଗୁଛେ ସରମ୍!
ଗୁଲ୍ ଗୁଲେଇ ଦେଉଛୁ ଢାଲି ଦିହେ ଯେତେ ଗହଦ୍
କଲ୍ ବଲେଇ ଯାଉଛେ ଜୀବନ୍ ନଂଗଲା ମାଏଝୀ-ମରଦ୍
ଛଟ୍ ପଟେଇ ଖରାର୍ ଖନେ ପିଠ୍ କେ ରଗଡ଼ି ହେଇ
ଭନ୍ ଭନେଇ ଯାଉଛେ ଦିହି ଘୂମୁରୀର୍ ଶିକାର୍ ହେଇ
ଘାଏକେ ଛନ୍ କେ ପବନର୍ ଫାନ୍ଦେ ଝାଉ ଆଉଛେ ଧାଇଁ
ଡବ୍କୀ ଯାଉଛେ ରକତ୍ ସତେ ବର୍ଷାର୍ ଦେଖା ନାଇଁ
ବଡ଼ା ଦିନୁ ଆଏଲା ଆଏଜ୍ ପାଏନ୍ ମୋହିନୀର୍ କରମ୍
ଶୀତଲ୍ ପବନ୍ ପାଏଲା ଦିହି ନେଲା ବର୍ଷା ଜନମ୍
ଭାଗ୍ ଭାଗ୍ ରେ ଗରମ୍...
ତତେ କାଏଁ ନାଇଁ ଲାଗୁଛେ ସରମ୍! #summer #rain #goodbyesummer #welcomerain  #yqsambalpuri #koshli #love #life
ଭାଗ୍ ଭାଗ୍ ରେ ଗରମ୍...
ତତେ କାଏଁ ନାଇଁ ଲାଗୁଛେ ସରମ୍!
ଗୁଲ୍ ଗୁଲେଇ ଦେଉଛୁ ଢାଲି ଦିହେ ଯେତେ ଗହଦ୍
କଲ୍ ବଲେଇ ଯାଉଛେ ଜୀବନ୍ ନଂଗଲା ମାଏଝୀ-ମରଦ୍
ଛଟ୍ ପଟେଇ ଖରାର୍ ଖନେ ପିଠ୍ କେ ରଗଡ଼ି ହେଇ
ଭନ୍ ଭନେଇ ଯାଉଛେ ଦିହି ଘୂମୁରୀର୍ ଶିକାର୍ ହେଇ
ଘାଏକେ ଛନ୍ କେ ପବନର୍ ଫାନ୍ଦେ ଝାଉ ଆଉଛେ ଧାଇଁ
ଡବ୍କୀ ଯାଉଛେ ରକତ୍ ସତେ ବର୍ଷାର୍ ଦେଖା ନାଇଁ
ବଡ଼ା ଦିନୁ ଆଏଲା ଆଏଜ୍ ପାଏନ୍ ମୋହିନୀର୍ କରମ୍
ଶୀତଲ୍ ପବନ୍ ପାଏଲା ଦିହି ନେଲା ବର୍ଷା ଜନମ୍
ଭାଗ୍ ଭାଗ୍ ରେ ଗରମ୍...
ତତେ କାଏଁ ନାଇଁ ଲାଗୁଛେ ସରମ୍! #summer #rain #goodbyesummer #welcomerain  #yqsambalpuri #koshli #love #life