Nojoto: Largest Storytelling Platform

ଠିକ ସେଇ ନଈପଠା କାଶତଣ୍ଡି ଫୁଲ ପରି ' ତମେ ' ଖରା ତମକୁ ମଉ

ଠିକ ସେଇ ନଈପଠା କାଶତଣ୍ଡି ଫୁଲ ପରି
' ତମେ '
ଖରା ତମକୁ ମଉଳାଇବାକୁ ଚେଷ୍ଟା କରେ,
ହେଲେ ତମେ ଆହୁରି ବେସି ଚମକିବାକୁ ଲାଗ...
ପବନ ତମ ଅସ୍ତିତ୍ବ କୁ ଦୋହଲାଇବାକୁ ଚେଷ୍ଟା କରେ,
ହେଲେ ତମେ ସେ ପବନର ତାଳରେ ନାଚିଯାଅ...
ବର୍ଷା ତମକୁ ଭିଜେଇ ଦେଇ
ମନେ ମନେ ଭାରି ଗର୍ବ କରେ,

ହେଲେ ସେ ଜାଣେନି ତମେ ତ ସ୍ୱୟଂସିଦ୍ଧା,
ପୁଣି ନିଜକୁ ଗଢିପାର,
ଆଉ ନିଜ ମୁହଁରେ ହସକୁ ସାଉଁଟି
ପୁଣି ଆଗକୁ ବଢିପାର ।

●◆■ ଶୁଭ ଦୁର୍ଗାପୂଜା ■◆● Thanks ସାନଭଉଣୀ |✨ℯ𝓉𝒽ℯ𝓇ℯ𝒶𝓁 ✨|for the Bg .

#ତମେ #ନାରୀ #ଦୁର୍ଗାପୂଜା #ଓଡ଼ିଆମନକଥା #yqbhaina  #yqodia #odiapoetry #କାଶତଣ୍ଡି

sonudixit3658

Sonu Dixit

New Creator