Nojoto: Largest Storytelling Platform

ଦିନେ ମୋ କଲମକୁ କହିଲି, ତୁ ଝରି ଯାଆ ତାଙ୍କ କାଗଜରେ, କବିତ

ଦିନେ ମୋ କଲମକୁ କହିଲି,
ତୁ ଝରି ଯାଆ ତାଙ୍କ କାଗଜରେ,
କବିତା ଟିଏ ହୋଇ ।

ହେଲେ,
କଲମ କହିଲା,
କାଗଜ ତ ଲତପତ୍
ଆଉ କାହା ସ୍ୟାହିରେ
ଜନପ୍ରିୟ ଉପନ୍ୟାସ ଟିଏ ହୋଇ ।। #ଉପନ୍ୟାସ 
#yqbaba #YQdidi #YQBhaina #YQOdia #MunOdia #yourquoteodia
ଦିନେ ମୋ କଲମକୁ କହିଲି,
ତୁ ଝରି ଯାଆ ତାଙ୍କ କାଗଜରେ,
କବିତା ଟିଏ ହୋଇ ।

ହେଲେ,
କଲମ କହିଲା,
କାଗଜ ତ ଲତପତ୍
ଆଉ କାହା ସ୍ୟାହିରେ
ଜନପ୍ରିୟ ଉପନ୍ୟାସ ଟିଏ ହୋଇ ।। #ଉପନ୍ୟାସ 
#yqbaba #YQdidi #YQBhaina #YQOdia #MunOdia #yourquoteodia