ଅଳପ କଳ୍ପନା ତୁମେ ଅଳପ ସତ, ବୋଲୁଛ ପ୍ରେମ ର ପୂଜାରୀ ନିଜକୁ ହେଲେ ରଖୁଛ ସର୍ତ୍ତ । କହିବ କି, ପ୍ରେମ କି ଏମିତି ସଫଳ ହୁଏ, ଖାଲି ଯାହା ରହି ଯାଏ ଯନ୍ତ୍ରଣା ଆଉ ହୃଦୟରେ ପଶ୍ଚାତାପ ର କ୍ଷତ । ସେଥିପାଇଁ ମୁଁ କହେ ତୁମେ ପୁରା ପୁରି କଳ୍ପନା, ତୁମ ଠାରେ ତିଳେ ମାତ୍ର ନାହିଁ ସତ । Collab କରି ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଅଳପକଳ୍ପନା #yqbhaina #yqodia #collab #odiawritings #yourquoteodia #YourQuoteAndMine Collaborating with YourQuote Bhaina