Nojoto: Largest Storytelling Platform

ଅଳପ କଳ୍ପନା ତୁମେ ଅଳପ ସତ, ବୋଲୁଛ ପ୍ରେମ ର ପୂଜାରୀ ନିଜକୁ

ଅଳପ କଳ୍ପନା ତୁମେ ଅଳପ ସତ,
ବୋଲୁଛ ପ୍ରେମ ର ପୂଜାରୀ ନିଜକୁ
ହେଲେ ରଖୁଛ ସର୍ତ୍ତ ।

କହିବ କି,  ପ୍ରେମ କି ଏମିତି ସଫଳ ହୁଏ,
ଖାଲି ଯାହା ରହି ଯାଏ ଯନ୍ତ୍ରଣା 
ଆଉ ହୃଦୟରେ ପଶ୍ଚାତାପ ର କ୍ଷତ ।

ସେଥିପାଇଁ ମୁଁ କହେ
ତୁମେ ପୁରା ପୁରି କଳ୍ପନା, 
ତୁମ ଠାରେ ତିଳେ ମାତ୍ର ନାହିଁ ସତ । Collab କରି ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। 

#ଅଳପକଳ୍ପନା #yqbhaina #yqodia #collab #odiawritings #yourquoteodia  #YourQuoteAndMine
Collaborating with YourQuote Bhaina