Nojoto: Largest Storytelling Platform

କେହି କହେ ନାହିଁ ମନର କଥା ସହଜରେ , କେବଳ ତୁମେ ନୁହଁ , ସ

କେହି କହେ ନାହିଁ ମନର କଥା ସହଜରେ ,
କେବଳ ତୁମେ ନୁହଁ , 
ସମସ୍ତେ ଏଠି ଏକା ଅଛନ୍ତି ,

ମନର କଥା ମନ ରେ ଦବେଇ ,
ଲୁଚେଇ , ଛପେଇ , କଷ୍ଟ ସହି

ଆଉ ଭିତରେ ଯାହା ଥାଉ , 
ବାସ ଉପରେ ଟିକେ ହସି ଦେଇ ।।


 #odia #ଓଡ଼ିଆrapidfire  #ଓଡ଼ିଆ  #ମନକଥା #manakatha #yqbhaina
କେହି କହେ ନାହିଁ ମନର କଥା ସହଜରେ ,
କେବଳ ତୁମେ ନୁହଁ , 
ସମସ୍ତେ ଏଠି ଏକା ଅଛନ୍ତି ,

ମନର କଥା ମନ ରେ ଦବେଇ ,
ଲୁଚେଇ , ଛପେଇ , କଷ୍ଟ ସହି

ଆଉ ଭିତରେ ଯାହା ଥାଉ , 
ବାସ ଉପରେ ଟିକେ ହସି ଦେଇ ।।


 #odia #ଓଡ଼ିଆrapidfire  #ଓଡ଼ିଆ  #ମନକଥା #manakatha #yqbhaina
sonudixit3658

Sonu Dixit

New Creator