Nojoto: Largest Storytelling Platform

ପବିତ୍ର ଗୁରୁ ଦିବସରେ ସମସ୍ତଙ୍କୁ ଭକ୍ତିପୂତ ପ୍ରଣାମ ଜୀବନର

ପବିତ୍ର ଗୁରୁ ଦିବସରେ ସମସ୍ତଙ୍କୁ ଭକ୍ତିପୂତ ପ୍ରଣାମ
ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଗୁରୁ ମାନଙ୍କର ଆବଶ୍ୟକତା ଥାଏ
ଦୁନିଆରେ ସମସ୍ତେ କେବଳ ମାତ୍ର ଜଣେ ଅଜଣା ବ୍ୟକ୍ତି ଉପରେ ବିଶ୍ଵାସ କରନ୍ତି,ଜାଣନ୍ତି ସେ କିଏ ?
ସେ ହେଉଛନ୍ତି -ଗୁରୁ

ଗୋଟିଏ ପିଲା କୁ ମା,ବାପା,ପରିବାର ସମସ୍ତେ କଥା କହିବା ଶିଖାନ୍ତି,ହେଲେ କଥା କେଉଁ ପରିସ୍ଥିତି ଜାଗାରେ କେମିତି କହିବାକୁ ହୁଏ ତାହା ଶିଖାନ୍ତି-ଗୁରୁ

ସମସ୍ତେ ବ୍ୟବହାର କେମିତି ହେବା ଦରକାର କରିଥାନ୍ତି
ହେଲେ ପରିସ୍ଥିତି ପରିବେଶ ଅନୁଯାୟୀ ଉତ୍ତମ ମାର୍ଜିତ ବ୍ୟବହାର କେମିତି କରିବାକୁ ହୁଏ ତାହା ଶିଖାନ୍ତି-ଗୁରୁ

ହୃଦୟ ତ ସମସ୍ତଙ୍କର ଥାଏ......!
ସେହି ହୃଦୟ କୁ ହୃଦୟଙ୍ଗମ କରାନ୍ତି-ଗୁରୁ

ମଣିଷ ତ ସମସ୍ତେ......!
ସେହି ସମସ୍ତ ମଣିଷ କୁ ମଣିଷତ୍ବ ଶିଖାନ୍ତି-ଗୁରୁ

ଆମେ ସୁଖ ଖୋଜୁ ହେଲେ ଗୁରୁ ଦିଅନ୍ତି ଦୁଃଖ
ଆମେ ସମାଧାନ ଖୋଜୁ ଗୁରୁ ଦିଅନ୍ତି ସମସ୍ୟା
ପ୍ରକୃତରେ ଗୁରୁ ଆମକୁ ବଞ୍ଚିବାର ରାସ୍ତା ଦେଖାନ୍ତି
ଗୁରୁ ପ୍ରର୍ଯ୍ୟାପ୍ତ ନିର୍ଯ୍ୟାସରେ ଚିପୁଡି ଆଙ୍କି ଦିଅନ୍ତି ସ୍ନେହ ସବୁ
ଜ୍ଞାନ ସବୁ ଭଲପାଇବା ସବୁ ଶିଷ୍ୟ ଶିଷ୍ୟା ମାନଙ୍କ ନିକଟରେ

ମୁଁ ମୋ ନିଜକୁ ଜାଣିଚ,ଦୁନିଆ କୁ ଚିହ୍ନିଚି କେବଳ ସେହି ସମସ୍ତ ଗୁରୁ ମାନଙ୍କ ପାଇଁ🙏🙏🙏🙏🙏

ପ୍ରସାନ୍ତ #teachersday2020 #Teacher  #ଓଡ଼ିଆ #Shayar #Shayari #odiashayari

kumarprasant0000

PM Shayari

Bronze Star
New Creator