Nojoto: Largest Storytelling Platform

ଡକାଇଲେ ମା'ତେ ବହୁ ନେହୁରା ହୋଇ, ଏ କାହ୍ନା...ସୁନା ଆସ ମୋ

ଡକାଇଲେ ମା'ତେ ବହୁ ନେହୁରା ହୋଇ,
ଏ କାହ୍ନା...ସୁନା ଆସ ମୋ କୋଳକୁ ଧାଇଁ;
ନାହିଁ ଯିବି ଏକ୍ଷଣୀ...ଖାଉଛି ମୁହିଁ ଲହୁଣୀ,
ବୋଲି ଓହୋଳିଲେ ଯାଇ ଛିକା ମୂଳକୁ ଧରି;
ଅତି ସେନେହ ଦେଖାଇ କଲେ ଯଶୋଦା ବନ୍ଦନ
ବୋଲାଇବ ଆମ ନନ୍ଦନ, ରାଜା ବୃନ୍ଦାବନ...
ପିନ୍ଧାଇବି ଯଦି ଏ ହାତେ ସୁନା ଖଡୁ କଂକଣ,
କୁହାଇବା ଲାଗି ଏ ସବୁ ଲୋଡା ନାହିଁ ମୋତେ 
ରହିବି ଖୁସି ମୁହିଁ, ବାଲ୍ୟଗୋପାଳ ହୋଇ ଏ ତଟେ
ସେଇ ପଣତ କାନି ତଳେ ମୁଁ ତୋର ହୃଦ୍ ସ୍ପନ୍ଦନ।
 Just instantly in my language odiya
ଡକାଇଲେ ମା'ତେ ବହୁ ନେହୁରା ହୋଇ,
ଏ କାହ୍ନା...ସୁନା ଆସ ମୋ କୋଳକୁ ଧାଇଁ;
ନାହିଁ ଯିବି ଏକ୍ଷଣୀ...ଖାଉଛି ମୁହିଁ ଲହୁଣୀ,
ବୋଲି ଓହୋଳିଲେ ଯାଇ ଛିକା ମୂଳକୁ ଧରି;
ଅତି ସେନେହ ଦେଖାଇ କଲେ ଯଶୋଦା ବନ୍ଦନ
ବୋଲାଇବ ଆମ ନନ୍ଦନ, ରାଜା ବୃନ୍ଦାବନ...
ପିନ୍ଧାଇବି ଯଦି ଏ ହାତେ ସୁନା ଖଡୁ କଂକଣ,
କୁହାଇବା ଲାଗି ଏ ସବୁ ଲୋଡା ନାହିଁ ମୋତେ 
ରହିବି ଖୁସି ମୁହିଁ, ବାଲ୍ୟଗୋପାଳ ହୋଇ ଏ ତଟେ
ସେଇ ପଣତ କାନି ତଳେ ମୁଁ ତୋର ହୃଦ୍ ସ୍ପନ୍ଦନ।
 Just instantly in my language odiya