Nojoto: Largest Storytelling Platform

ଲୁହ ଆଉ ଲହୁ ଆଜି କାହିଁ ଲାଗୁଛି ଏକପରି, କେମିତି କହିବି ଏବ

ଲୁହ ଆଉ ଲହୁ ଆଜି କାହିଁ ଲାଗୁଛି ଏକପରି,
କେମିତି କହିବି ଏବେ ବି ରହିଛି ତୁମକୁ ଅପେକ୍ଷା କରି ।।
ଜାଣତରେ ହଉ ବା ଅଜାଣତରେ ଝରିଯାଏ ଆଖିରୁ ଲୁହ,
ଶୂନ୍ୟତା ର ଏକାନ୍ତରେ ଅନୁଭବ କୁ କେମିତି ପରିପ୍ରକାଶ କରିବି କୁହ ।।
 #ମନରଭାବନା
#ଅନୁଭବରେଜୀବନ
ଲୁହ ଆଉ ଲହୁ ଆଜି କାହିଁ ଲାଗୁଛି ଏକପରି,
କେମିତି କହିବି ଏବେ ବି ରହିଛି ତୁମକୁ ଅପେକ୍ଷା କରି ।।
ଜାଣତରେ ହଉ ବା ଅଜାଣତରେ ଝରିଯାଏ ଆଖିରୁ ଲୁହ,
ଶୂନ୍ୟତା ର ଏକାନ୍ତରେ ଅନୁଭବ କୁ କେମିତି ପରିପ୍ରକାଶ କରିବି କୁହ ।।
 #ମନରଭାବନା
#ଅନୁଭବରେଜୀବନ