ଲୁହ ଆଉ ଲହୁ ଆଜି କାହିଁ ଲାଗୁଛି ଏକପରି, କେମିତି କହିବି ଏବେ ବି ରହିଛି ତୁମକୁ ଅପେକ୍ଷା କରି ।। ଜାଣତରେ ହଉ ବା ଅଜାଣତରେ ଝରିଯାଏ ଆଖିରୁ ଲୁହ, ଶୂନ୍ୟତା ର ଏକାନ୍ତରେ ଅନୁଭବ କୁ କେମିତି ପରିପ୍ରକାଶ କରିବି କୁହ ।। #ମନରଭାବନା #ଅନୁଭବରେଜୀବନ