Nojoto: Largest Storytelling Platform

ତୁମେ କବି ମାନସ ପଟରେ ଅଙ୍କୁରିତ ହେଉଥିବା ଏକ ଲତା। କଳା ଜ

ତୁମେ କବି ମାନସ ପଟରେ ଅଙ୍କୁରିତ ହେଉଥିବା ଏକ ଲତା। 
କଳା ଜଗତର ମହାସିନ୍ଧୁ କୋଳରେ ଲୋଟି ପୁଣି ଉଠୁଥିବା ଢେଉ ହେଉଛି କବିତା। କବିତା ର କେବେ ସମାପ୍ତି ନଥାଏ। ପ୍ରତି ଟି ଶେଷ ଅନ୍ୟ ଏକ ଆରମ୍ଭ କୁ ଜନ୍ମ ଦିଏ। ଲେଖନ୍ତୁ କିଛି ମନଛୁଆଁ ଲେଖା ବିଶ୍ବ କବିତା ଦିବସ ଉପଲକ୍ଷେ। ଢେର ସାରା ଶୁଭେଚ୍ଛା ।😊

#yqbhaina #yqodia #munodia #ହେକବିତାତୁମେ #yqodiawriting #odiawritings #collab #challenge 
Collaborating with YourQuote Bhaina

rrsahoo7966

R.R Sahoo

New Creator