Nojoto: Largest Storytelling Platform

ଏ ଜୀବନ ଟା ଏକ ସଂଘର୍ଷ ମାୟା ଯାତ୍ରା । ପରିସ୍ଥିତି ଯାହା ବ

ଏ ଜୀବନ ଟା ଏକ ସଂଘର୍ଷ ମାୟା ଯାତ୍ରା ।
ପରିସ୍ଥିତି ଯାହା ବି ହେଉ ନା କାହିଁକି,
ସମୟ ସାଥିରେ ସବୁବେଳେ ଆଗକୁ ଯିବା ପାଇଁ ଚେଷ୍ଟା କରନ୍ତୁ।
ଯଦି ଆପଣଙ୍କ ରାସ୍ତା ଆଜି କଣ୍ଟକିତ ଅଛି।
ତାହାଲେ ଦିନେ ଫୁଲର ବର୍ଷା ହେବ।
    ସେଥିପାଇଁ ତ କୁହନ୍ତି ଅପେକ୍ଷାର ଫଳ ସର୍ବଦା ମିଠା ହେଇଥାଏ।😌  #like _ur_ life💞

beautyswain7426

Beauty swain

New Creator