କବି ସବୁ ଲେଖନ୍ତି ସକଳ ସୂର୍ଯ୍ୟ କିରଣ ବିଷୟରେ, କାହିଁ କେହି ଦେଖି ନାହିଁ ଅସ୍ଥାଗାମୀ ସୂର୍ଯ୍ୟର ଦୁଃଖ କବି ସବୁ ଲେଖନ୍ତି ଶାନ୍ତ ଜହ୍ନ ବିଷୟରେ କାହିଁ କେହି କଣ ଦେଖି ନାହିଁ ଜହ୍ନ ର କ୍ରୋଧ। ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସୂର୍ଯ୍ୟ ଚନ୍ଦ୍ରର କାହାଣୀ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ ।