Nojoto: Largest Storytelling Platform

କାହାକୁ ସତ ମାନିବି ନିଜର ଅନୁଭୂତିକୁ ନା ତୁମ ପ୍ରତି ଥିବା

କାହାକୁ ସତ ମାନିବି
ନିଜର ଅନୁଭୂତିକୁ ନା ତୁମ ପ୍ରତି ଥିବା ବିଶ୍ୱାସକୁ !!!!!!

ଗଣନାର ପରିଣାମ ତ ମୋର ହାର୍
ଉତ୍ତର ଯାହା ହେଉ ପଛେ 

ମାେର ସ୍ୱପ୍ନଗୁଡିକ ଆଜି ମୁଲ୍ୟହୀନ
ମାେ ମନର ସେ ସୁକ୍ଷ୍ମ ପରଦା ଆଜି କ୍ଷତାକ୍ତ

କି ବିଡମ୍ବନା କେତେ ନିସହାୟ ମୁଁ 
ଘୃଣା ଆଉ ପ୍ରେମ ମଝିରେ !!!!!!!!!!

 #anubhutiandmoswapnagudika#yqbhaina#yqodia#munodia
#kuchbateeinankahi
କାହାକୁ ସତ ମାନିବି
ନିଜର ଅନୁଭୂତିକୁ ନା ତୁମ ପ୍ରତି ଥିବା ବିଶ୍ୱାସକୁ !!!!!!

ଗଣନାର ପରିଣାମ ତ ମୋର ହାର୍
ଉତ୍ତର ଯାହା ହେଉ ପଛେ 

ମାେର ସ୍ୱପ୍ନଗୁଡିକ ଆଜି ମୁଲ୍ୟହୀନ
ମାେ ମନର ସେ ସୁକ୍ଷ୍ମ ପରଦା ଆଜି କ୍ଷତାକ୍ତ

କି ବିଡମ୍ବନା କେତେ ନିସହାୟ ମୁଁ 
ଘୃଣା ଆଉ ପ୍ରେମ ମଝିରେ !!!!!!!!!!

 #anubhutiandmoswapnagudika#yqbhaina#yqodia#munodia
#kuchbateeinankahi