Nojoto: Largest Storytelling Platform

ମନେ ଅଛି ତୁମର? ସବୁ ଥର କିପରି ତୁମକୁ ମୋ ଛାତିରେ ଜଡାଇ

ମନେ ଅଛି ତୁମର?
ସବୁ ଥର କିପରି 
ତୁମକୁ ମୋ ଛାତିରେ 
ଜଡାଇ ଧରି ରଖିବାର 
ସ୍ୱପ୍ନ ଦେଖୁଥିବା ମୋର ଏଇ ଦୁଇ ଆଖି,
ତୁମକୁ ସାମ୍ନାରେ ଦେଖି ,
ରଂଗ ବଦଳାଇ ଦେଇ,
ଲାଜରେ ଆକ୍ତାମାକ୍ତା ହୋଇ ଯାଉଥିଲା, 
ଆଉ ତୁମେ ଦେଖି ମଧ୍ୟ
ମୋତେ ଜାଣିବାକୁ ନ ଦେଇ 
ଆଙ୍କି ଦେଉଥିଲ ମୋ କପାଳରେ 
ଅନୁରାଗର ଚୁମ୍ବନଟିଏ । 


 #ମନେ_ଅଛି_ତୁମର 
#yqbaba 
#yqbhaina 
#yqodia 
#yqodiapoetry 
#munodia 
#odiapoetry
ମନେ ଅଛି ତୁମର?
ସବୁ ଥର କିପରି 
ତୁମକୁ ମୋ ଛାତିରେ 
ଜଡାଇ ଧରି ରଖିବାର 
ସ୍ୱପ୍ନ ଦେଖୁଥିବା ମୋର ଏଇ ଦୁଇ ଆଖି,
ତୁମକୁ ସାମ୍ନାରେ ଦେଖି ,
ରଂଗ ବଦଳାଇ ଦେଇ,
ଲାଜରେ ଆକ୍ତାମାକ୍ତା ହୋଇ ଯାଉଥିଲା, 
ଆଉ ତୁମେ ଦେଖି ମଧ୍ୟ
ମୋତେ ଜାଣିବାକୁ ନ ଦେଇ 
ଆଙ୍କି ଦେଉଥିଲ ମୋ କପାଳରେ 
ଅନୁରାଗର ଚୁମ୍ବନଟିଏ । 


 #ମନେ_ଅଛି_ତୁମର 
#yqbaba 
#yqbhaina 
#yqodia 
#yqodiapoetry 
#munodia 
#odiapoetry