ମନେ ଅଛି ତୁମର? ସବୁ ଥର କିପରି ତୁମକୁ ମୋ ଛାତିରେ ଜଡାଇ ଧରି ରଖିବାର ସ୍ୱପ୍ନ ଦେଖୁଥିବା ମୋର ଏଇ ଦୁଇ ଆଖି, ତୁମକୁ ସାମ୍ନାରେ ଦେଖି , ରଂଗ ବଦଳାଇ ଦେଇ, ଲାଜରେ ଆକ୍ତାମାକ୍ତା ହୋଇ ଯାଉଥିଲା, ଆଉ ତୁମେ ଦେଖି ମଧ୍ୟ ମୋତେ ଜାଣିବାକୁ ନ ଦେଇ ଆଙ୍କି ଦେଉଥିଲ ମୋ କପାଳରେ ଅନୁରାଗର ଚୁମ୍ବନଟିଏ । #ମନେ_ଅଛି_ତୁମର #yqbaba #yqbhaina #yqodia #yqodiapoetry #munodia #odiapoetry