Nojoto: Largest Storytelling Platform

ଅୟୁତ ଯନ୍ତ୍ରଣା ର ବୋଝରେ ଭାରାକ୍ରାନ୍ତ ଏ ମନ ଆଜି, ମୋ ନିଜ

ଅୟୁତ ଯନ୍ତ୍ରଣା ର ବୋଝରେ
ଭାରାକ୍ରାନ୍ତ ଏ ମନ ଆଜି,
ମୋ ନିଜର ମାନେ
ଛାତ୍ରଭଙ୍ଗ ଦେଇ ଚାଲି ଗଲେଣି,
ସଜେଇ ଥିବା ସ୍ୱପର ଫୁଲ ସବୁ
କେବେଠୁ ମଉଳି ଝଡି ଗଲେଣି,
ଆଉ ମୋର ଅବ୍ୟକ୍ତ ଭାବନା ସବୁ
ପଡି ପଡି ପଥର ବନି ଗଲେଣି,
ଗୋଟେ ବୁନ୍ଦା ଲୁହ ପାଇଁ ଚାହିଁ ଚାହିଁ
କେତେ ଯେ ରାତି ପାହି ଗଲାଣି। ଅକୁହା ଯନ୍ତ୍ରଣା ର କଥା #ଓଡ଼ିଆ #yqodia #yqquotes #yqdidi #yqbaba #yqbhaina #yourquotebhaina #yqodiawriting

ranjitajena2443

ranjita jena

New Creator