Nojoto: Largest Storytelling Platform

ତୁମେ ରାମ ତୁମେ ଶ୍ୟାମ ତୁମେ ହିଁ ତ ନାରାୟଣ ତୁମେ ସତ୍ୟ ତୁ

ତୁମେ ରାମ ତୁମେ ଶ୍ୟାମ ତୁମେ ହିଁ ତ ନାରାୟଣ
ତୁମେ ସତ୍ୟ ତୁମେ ପୂଣ୍ୟ ତୁମେ ଧର୍ମ ପରାୟଣ

                                         ତୁମେ ମାୟା ତୁମେ ଛାୟା ତୁମେ କ୍ରିୟା କର୍ମପଥ
                                         ତୁମେ କାୟା ତୁମେ ଦୟା ତୁମେ ଦେବ ଜଗନ୍ନାଥ





        ...ଜୟ ଜଗନ୍ନାଥ❤️






ତୁମ ଗୀତ ଭାଗବତ ତୁମ ମିତ ପ୍ରେମବ୍ରତ
ତୁମ ଗଣ୍ୟ ପରହିତ ତୁମ ଘୃଣ୍ୟ ମୋହରତ
                                                  ତୁମ ଆଶିର୍ବାଦେ ପ୍ରାଣୀ ଲଭେ ସ୍ୱର୍ଗ-ମୋକ୍ଷ
                                                  ତୁମ ଅଭିଶାପେ ପ୍ରାଣୀ ଲଭେ ନର୍କ-କକ୍ଷ ଜୟ ଜଗନ୍ନାଥ❤️

#yqodia #odiawritings #jayjagannath #odia #life
ତୁମେ ରାମ ତୁମେ ଶ୍ୟାମ ତୁମେ ହିଁ ତ ନାରାୟଣ
ତୁମେ ସତ୍ୟ ତୁମେ ପୂଣ୍ୟ ତୁମେ ଧର୍ମ ପରାୟଣ

                                         ତୁମେ ମାୟା ତୁମେ ଛାୟା ତୁମେ କ୍ରିୟା କର୍ମପଥ
                                         ତୁମେ କାୟା ତୁମେ ଦୟା ତୁମେ ଦେବ ଜଗନ୍ନାଥ





        ...ଜୟ ଜଗନ୍ନାଥ❤️






ତୁମ ଗୀତ ଭାଗବତ ତୁମ ମିତ ପ୍ରେମବ୍ରତ
ତୁମ ଗଣ୍ୟ ପରହିତ ତୁମ ଘୃଣ୍ୟ ମୋହରତ
                                                  ତୁମ ଆଶିର୍ବାଦେ ପ୍ରାଣୀ ଲଭେ ସ୍ୱର୍ଗ-ମୋକ୍ଷ
                                                  ତୁମ ଅଭିଶାପେ ପ୍ରାଣୀ ଲଭେ ନର୍କ-କକ୍ଷ ଜୟ ଜଗନ୍ନାଥ❤️

#yqodia #odiawritings #jayjagannath #odia #life