Nojoto: Largest Storytelling Platform

ସେଇ ବହି (ଅନୁଶୀର୍ଷକ ରେ ପଢ଼ନ୍ତୁ) ଆଜି କାଲି like phone

ସେଇ ବହି
(ଅନୁଶୀର୍ଷକ ରେ ପଢ଼ନ୍ତୁ) ଆଜି କାଲି like phone ଆମ ଜୀବନ ର ଗୋଟେ most important ଜିନିଷ ହେଇ ଗଲାଣି। ଏବେ ର ଛୁଆ ବିନା phone ରେ ବୋଧେ ପାଗଳ ହେଇ ଯିବେ😂। ମୋର ଏବେ ବି ମନେ ଅଛି ଆମ time ରେ ମାନେ 90s ଦଶକ କଥା କହୁଛି। I ଭାବୁଛି ସବୁ ନବେ ଦଶକ ପିଲା ମୋ କଥା କୁ relate କରି ପାରିବେ।ଆମ time ରେ phone ତ ଥିଲା କିନ୍ତୁ ତାର ଏତେ ପାଗଳାମି ନ ଥିଲା କିମ୍ବା ଏମିତି ବି ହେଇପାରେ ମଧ୍ୟବିତ୍ତ ପରିବାର ର ହେଇ ଥିବାରୁ ମୋତେ କେବେ ସେଇ ପାଗଳାମି ରେ ପାଗଳ ହବାକୁ ମଉକା ମିଳିନି। ସିଏ ଯାହା ବି ହଉନା କାହିଁକି ମୋର ପିଲା ଦିନେ ବହି ପଢ଼ିବାର ବହୁତ ପାଗଳାମି ଥିଲା। ଖାଲି ମୋର ବୋଲି ତ କହି ହବନି ସେତେବେଳେ ବହିର ବହୁତ ଚାହିଦା ଥିଲା। ଆଉ ସେତେବେଳେ internet ସମସ୍ତଙ୍କ ପାଖରେ ପହଞ୍ଚି ନ ଥିଲା ଆଉ android ବାହାରିଥିଲା କି ନାଇଁ କହିପାରିବିନି। ସେଇ ସମୟର ଛୋଟ କିନ୍ତୁ ନାମି PRIVATE SCHOOL ଥିଲା ମୋର ବାଜିରାଉତ ଶିକ୍ଷା ନିକେତନ। ସ୍କୁଲ ଛୋଟ ଥିଲା ଆମେ ଛୋଟ ଥିଲୁ କିନ୍ତୁ ଆମ ଅଭିଳାଷ ଥିଲା ବହୁତ ଉପରେ। ଛୋଟ group ଟେ ଥିଲା ମୋର ଆଉ ଆମ ଭିତରେ ବହୁତ compitition ଥିଲା ପାଠ ପଢା କୁ ନେଇକି। ଆଜି କାଲି ଯେମିତି ନୂଆ ନୂଆ ଫୋନ ଦେଖିଲେ ପିଲା ମାନେ ଖୁସି ହଉଛନ୍ତି। Like iphone x launch ହେଲା କି ନାଇ that was the only matter of discussion among the youngsters. 
Head ଆଣ୍ଟି ଙ୍କୁ ପଚାରିକି class 7 ରେ essay ପାଇଁ ପାରିଜାତ ପ୍ରବନ୍ଧ ମାଳା ବହି କିଣି ଥିଲି ମୋର ଏବେ ବି ମନେ ଅଛି। compitition ପାଇଁ ପଢ଼ିବାର ସେଇ ଯୋଉ ମଜା ଆଜିକାଲି phone ରେ ମିଳୁନି। ତା ପରେ 10th class ରେ ଆସିଲା ସାରସ୍ୱତ ପ୍ରବନ୍ଧ ମାଳା । ନାଲି ରଙ୍ଗ ର ବହି ଟା ଥିଲା 1st କିଏ ଆଣିଥିଲା ମୋର ମନେ ନାଇଁ but ବହୁତ excited ଥିଲି ବହିଟିକୁ ଦେଖିକି। ତା ପରେ ଘରେ ଜିଦି କରା ହେଲା ସେଇ ନାଲି ବହି ପାଇଁ। Actually ତାକୁ ଜିଦି ତ କହି ହବନି କାରଣ ପଢାପଢି matter ରେ ମୁଁ ଯେତେ ବେଳେ ଯାହା ମାଗିଛି ବାପା କେବେ ମନା କରି ନାହାନ୍ତି। ବାପାଙ୍କ financial condition ସେତେବେଳେ ଏତେ ଭଲ ନ ଥିଲା ମୋର ମନେ ଅଛି but ବାପା ତ ଯାହା ହେଲେ ବାପା। ତାଙ୍କ ପାଖରେ ସବୁବେଳେ ସବୁ ଜିନିଷ available। ଆଜିକାଲି ଭଳି ମୋ ବାପା ମୋର atm ନଥିଲେ , but he was like Santa for me just wish anything and he would try his best to fulfil my wishes. ସାରସ୍ୱତ ଆସିଲା , ପଢା ପଢି ଚାଲିଲା school ରେ ଆମର ବହୁତ memories। ଥରେ କୋଉ ଗୋଟେ essay compitition କୁ ଯାଇ ଥିଲି । କଣ topic ଥିଲା ମନେ ପଡୁନି କିନ୍ତୁ ସେଇଟା ମୁଁ ପାଉ ନ ଥିଲି। ପାରିଜାତ ଆଉ ସାରସ୍ୱତ ଦି ଜଣ ଯାକ ହାର ମାନି ସାରି ଥିଲେ। I just felt like weaponless in the midst of a war. 😁  ଯାଇକି କହିଲି head ଆଣ୍ଟି ଙ୍କୁ। ତାପରେ ଆଣ୍ଟି ଆଣିକି ଦେଲେ ଗୋଟେ essay ବହି। ନା ଥିଲା ପ୍ରବନ୍ଧ ଶତରୂପା । ବହି ମଲାଟ ବହୁତ ସୁନ୍ଦର ଥିଲା। It was a multicolored book. ଆଜି ବି ମନେ ପଡିଲେ ଖୁସି ଲାଗେ। School ସରିଗଲା କିନ୍ତୁ ସେଇ ବହି କିଣିବାର ଇଛା ଇଛା ରେ ହିଁ ରହି ଗଲା। ଏମିତି ନାଇ କି ମୁଁ କିଣିପାରି ନ ଥାନ୍ତି but ସେତେ ବେଳେ ଆମେ ହେଇ ସାରିଥିଲୁ science ପିଲା । ମୁଣ୍ଡ ରେ କେବଳ ଗୋଟେ ଚିନ୍ତା । କଲେଜରେ କେମିତି english lecture ସବୁ ଭଲକି ପଢ଼ିବି। 
ଏତେ କଥା ଲେଖିବାକୁ ମୁଁ ଏତେ bor ହେଇ ଗଲି ତା ହେଲେ obviously ପଢିଲା ଵାଲା ବି bor ହେଇ ଯିବ। but ମୋର main motive ହେଲା ସେଇ କିଛି moments କୁ ମନେ ପକେଇବା & ଗୋଟେ କଥା ଯୋଉଟା ମୁଁ school ରେ ଶୁଣିଥିଲି ବହି ମଣିଷ ର ପ୍ରକୃତ ବନ୍ଧୁ। Book is a true friend. So just go with the flow, with the generation there is nothing bad or negative with that but don't just leave the book or reading. 
Thank you for your patience to read the whole out of my life.
#keep_smiling. 😊
#rinku 
#rinkuodia 
#yqbhaina