ଆସିଥିଲି ମୁଁ ତୁମକୁ ପାଇବା ପାଇଁ ଏ ସହରକୁ ।। ହେଲେ ତୁମେ

ଆସିଥିଲି ମୁଁ ତୁମକୁ ପାଇବା ପାଇଁ ଏ ସହରକୁ ।।
ହେଲେ ତୁମେ ମତେ ଅତିଥି ବନେଇ ଦେଲ ନିଜ ହୃଦୟଠୁୁ
ଆଉ କାହିଁକି ବା ମୁଁ ରହିବି ନିଜର ଭାବିକି ତୁମକୁ ।। 
ସେଥିପାଇଁ ସବୁ ଦିନ ପାଇଁ ଛାଡି ଚାଲି ଯାଉଛି ଏ ସହରକୁ ।। ଲେଖନ୍ତୁ କିଛି ହୃଦୟସ୍ପର୍ଶୀ ଲେଖା ଏଇ ଶୀର୍ଷକରେ।

#ଫେରିବିନିଆଉ #yqbhaina #yqodia #collab #munodia #odiawritings  #YourQuoteAndMine
Collaborating with YourQuote Bhaina