#NationalYouthDay କେବେ ଦେଖିଛ ତୁଙ୍ଗ ହିମାଳୟ ଶିଖରେ ଉଦିତ ସୂର୍ଯ୍ୟଙ୍କୁ ଯେ ବିଲେ ରୁ ନରେନ୍ଦ୍ର ହୁଏ ଆଉ ନରେନ୍ଦ୍ର ରୁ ବିବେକାନନ୍ଦ ଯେ ଶିଖେଇ ପାରେ ବିବେକର ଶାଣିତ ଅସ୍ତ୍ରରେ ପ୍ରାପ୍ତି ହୁଏ ପରମାନନ୍ଦ ହଁ, ସେଇ ବିବେକାନନ୍ଦ।। ଯେ ଦିନେ ଭାରତ ମହାସଗାର କୂଳେ ଛିଡା ହୋଇ ଭାରତ କୁ ବିଶ୍ୱଗୁରୁ କରିବାର ସ୍ବପ୍ନ ଦେଖିଥିଲା ଚିକାଗୋରେ ଯାହାର ଓଁକାର ଧ୍ୱନୀରେ ବିଶ୍ୱକୁ ଗୋଟେ ଡୋରରେ ବାନ୍ଧିଥିଲା। ଯେ ଖୋଜୁଥିଲା ବୈରାଗ୍ୟରେ ମକରନ୍ଦ ହଁ ସେ ହିଁ ବିବେକାନନ୍ଦ।। ।।ବିଭୁ।। ©Bibhu Samanta #National_Youth_Day