Nojoto: Largest Storytelling Platform

ବରଷକୁ ଆସେ ଥରେ ନିଷ୍ପାପ ପୁଣ୍ୟର ଧାର୍ମିକ କାର୍ତ୍ତିକ ମାସ

ବରଷକୁ ଆସେ ଥରେ ନିଷ୍ପାପ ପୁଣ୍ୟର ଧାର୍ମିକ କାର୍ତ୍ତିକ ମାସ, 
ଧରମକୁ ରଖି ସାକ୍ଷୀ ସଭିଏଁ ଧରମ ପାଳନ୍ତି ଛାଡି ସବୁ ଆମିଷ;

ମାସ ଶେଷରେ ଆସେ ପଞ୍ଚଦିନ ପଞ୍ଚୁକ ଆଉ କାର୍ତ୍ତିକ ପୁନେଇ, 
ଅତି ଶରଧାରେ ଯାଆନ୍ତି ସଭିଏଁ ନଦୀ ମୁହାଣରେ ବୋଇତ ବନ୍ଦେଇ;

ପୂର୍ବ ପୁରୁଷେ ଓଡିଆ ସାଧବ ଦୂର ଦେଶ ଲାଗି କରୁଥିଲେ ଯେଉ ବୋଇତ ବନ୍ଦାଣ, 
ସେଇ ରୀତିକୁ ବଜାୟ ରଖି...ଆଜି ଆମ ଜାତି କରୁଅଛି ଏଇ ପରମ୍ପରାଗତ ମେଲଣ;

ଏଇ ଦିନରେ ପୂଜା ପାଆନ୍ତି ଚନ୍ଦ୍ରିକୀ ବାହକ କାର୍ତ୍ତିକ ଦେବ,
ମଗନରେ ସ୍ବର୍ଗରେ ହୁଏ ଦେବତାମାନଙ୍କ ଦୀପାବଳୀ ସମାବେଶ;

ଆମେ କଟକିଆଂକର ବାଲିଯାତରା... ତାଠୁ କି ହେବ ବଡ ମେଳ
ଆସନ୍ତି ସଭିଏଁ ଦେଖି ସବୁ କୌତୁକ ଆଉ ପୁଣି ରାମଦୋଳି ଖେଳ। 

     In odiya kartik Purnima special