White ନୟନ ତୋର ସାଗରେ ଡୁବିଲି ମୁଁ, ଖୋଜୁଁ ସ୍ୱପ୍ନର ମୋତି, ତୁମେ ରହିଲା ଅପରିଚିତ, ହସିଲେ ଯେବେ ତୁମ ଅଧର ଫୁଲି, ମନର ଅଭିଲାଷ ଫୁଟିଲା ଫୁଲର ରାଜକୁମାରୀ। ତୁମ ପାଖେ ଆସିବାକୁ ଭୟ ଲାଗେ ମୋତେ, ଭଙ୍ଗିଯାଏ ନାହିଁ କାହିଁକି ଏ ଭିନ୍ନତା, ଶବ୍ଦ ଦେଇ ବାକ୍ୟ ଗଢିବାକୁ ଜାଣି ନାହିଁ, ଚାହେଁ ସାହସ କରି କହିଦେବି ପ୍ରେମ କଥା। ତୁମେ ନିଶ୍ଚିତ ଅନ୍ୟ ଲୋକଙ୍କୁ ହସି ଦେଖାଅଛ, ମୋତେ ଶୁଣାଅ ତୁମ ହସର ଧ୍ୱନି, ବିଛେଦ ଦୁଃଖର ଭୟ ରହିଯାଏ ମୋ ମନରେ, ତଥାପି ଆଶା ରହିଯାଏ ମୋ ଭଳି ଭଲପାଉଛ। ଏଇ ଅପରିଚିତ ଭଲପାଇବା ଆକାଶ ରେ, ତୁମ ପାଇଁ ଥାଏ ମୋ ଅଶ୍ରୁ ଏବଂ ହସ, ସେଦିନ ତୁମେ ବୁଝିବ ମୋ ଅନୁଭବ, ଯେବେ ମୋ ଏଇ କବିତା ଉପହାର ଦେବି ତୁମକୁ। ©Sudam Malik #love_shayari #sudammalik #odianojoto #Nojoto #MyThoughts