Nojoto: Largest Storytelling Platform

ଯାହା ପାଇଁ ମୁହଁରେ ହସ ଫିକା ପଡେନିସେ ହସର ନାଁ ବନ୍ଧୁ, 🤝

ଯାହା ପାଇଁ ମୁହଁରେ ହସ ଫିକା ପଡେନିସେ ହସର ନାଁ ବନ୍ଧୁ, 🤝 ଠିକଣା ବଦଳିନି ଚିଠିର ବଦଳିଛି ଚିନ୍ତା ଆଉ ଭାବର କାହିଁକି ନା ସେ ନାହିଁ ଶୁଣେଇବାକୁ ଶଦ୍ଦ ନାହିଁ ମୋ ପାଖରେ ସଜେଇବାକୁ..fridshipଗୋଟିଏ ବନ୍ଧନ ଯେଉଁଥିରେ darimilk ର ମିଠା ଆଉ ଗୁପୁଚୁପର ଖଟା ଥାଏ.. ଶୁଭେଚ୍ଛା ବନ୍ଧୁତ୍ୱ ଦିବସ ର

©Lopamudra Lopa friendship day to all of u